#ODISHA COPS

0
4

ମାଓବାଦୀଙ୍କ ଜନବିରୋଧୀ କାର୍ଯ୍ୟକଳାପରେ ନିରାଶ ହୋଇ କେ.କେ.ବି.ଏନ୍ ଡିଭିଜନର ବିଜା ମାଡଭି ଓରଫ ଟିକେସ୍ (ରାହୁଲ ଏରିଆ କମିଟି) ନାମକ ଜଣେ କ୍ୟାଡର ମାଓବାଦୀ ଗୋଟିଏ ପିସ୍ତଲ ଓ ୨ ରାଉଣ୍ଡ ଜୀବନ୍ତ ଗୁଳି ସହ ଡି.ଆଇ.ଜି, ଦକ୍ଷିଣାଞ୍ଚଳ ରେଞ୍ଜ ଓ ଏସ.ପି କନ୍ଧମାଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଅନେକ ଗୁଳି ବିନିମୟରେ ସମ୍ପୃକ୍ତ ଥିବା ବେଳେ ମାଓ କାର୍ଯ୍ୟକଳାପରେ ତାଙ୍କର ସକ୍ରିୟ ସମ୍ପୃକ୍ତି ଥିବା ଜଣାପଡିଛି ଏବଂ ତାଙ୍କ ସୂଚନା ଆଧାରରେ କନ୍ଧମାଳ ପୋଲିସ୍ ବାଲିଗୁଡ଼ା ଥାନା ଅଞ୍ଚଳରେ ଏକ ମାଓ ଡମ୍ପ ଠାବ କରିବା ସହ ଅନେକ କ୍ୟାମ୍ପ ସାମଗ୍ରୀ ଜବତ କରିଛନ୍ତି । ଆମେ ପୁଣି ଥରେ ମାଓବାଦୀଙ୍କୁ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କରୁଛୁ। @DGPOdisha @odisha_police @igpsr

LEAVE A REPLY

Please enter your comment!
Please enter your name here