ଗଞ୍ଜେଇ ଚାଷ ବିରୋଧରେ ଚଢ଼ାଉ କରି, କନ୍ଧମାଳ ପୋଲିସ୍ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲମ୍ପପଦର, ତୁରୁସୁଗା ଓ ତାବିନପଦର ଗ୍ରାମ ଅଞ୍ଚଳରେ ୭୩ ଏକର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା କେସ୍ ନଂ. ୨୪୧/୨୦୨୪ ରୁଜୁ ହୋଇଛି । @DGPOdisha @odisha_police @igpsr @OdishapoliceStf
In continuous drive against Ganja cultivation, Kandhamal police have destroyed 73 acres of hemp plants in Lampadar, Turusuga and Tabinpadar villages under Phiringia PS. In this regard, Phiringia PS Case No. 241/2024 has been registered.